ସରକାରୀ ବସର ଡ୍ରାଇଭରକୁ ବୁଦ୍ଧି ଶିଖେଇ ମହିଳା ଜଣକ ସୋସିଆଲ ମିଡ଼ିଆ ରେ ଭାଇରାଲ |Kerala Woman Stops Scooty In Front Of Bus

75
Kerala Woman Stops Scooty In Front Of Bus

କେରଳ ରେ ଜଣେ ମହିଳା ସରକାରୀ ବସ କୁ ନିଜ ସ୍କୁଟି ମାଧ୍ୟମ ରେ ଅଟକାଇ ସରକାରୀ ବସର ବେପୁରିଆ ଡ୍ରାଇଭର କୁ ଉଚିତ ବୁଦ୍ଧି ଶିଖାଇ ଏବେ ସମଗ୍ର ସୋସିଆଲ ମେଡିଆ ରେ ଭାଇରାଲ ହୋଇଛନ୍ତି ।

Kerala Woman Stops Scooty In Front Of Bus
Kerala Woman Stops Scooty In Front Of Bus

ମହିଳା ଜଣକ ଆସୁଥିବା ସମୟରେ ସାମ୍ନା ଆଡୁ ସରକାରୀ ବସ ର ଡ୍ରାଇଭର ବେପୁରିଆ ଭାବେ ଲେନ ବାହାରୁ ବସ କୁ ଚଳାଉଥିବାର ଦେଖି ଉକ୍ତ ମହିଳା ଜଣ ସ୍କୁଟି ସହ ନିଜେ ସେହି ବସ ସାମ୍ନା ରେ ଛିଡା ହେଇଯାଇଥିଲେ ଆଉ ଉକ୍ତ ବସକୁ ନିଜ ଲେନ ରେ ଯିବା ଲାଗି ବାଧ୍ୟ କରିଥିଲେ , ପରିଶେଷରେ ସରକାରୀ ବସର ଡ୍ରାଇଭର ନିଜ ଲେନ ରେ ବସକୁ ଗତି କରେଇଥିଲେ , ସେହି ସମୟ ର ଭିଡିଓ ଏବେ ସମସ୍ତ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବ ସହ ସବୁ ମହଲ ରୁ ଉକ୍ତ ମହିଳା ଙ୍କ ପାଇଁ ପ୍ରଶଂସା ର ଛୁଅ ଛୁଟୁଛି ।